ଲୋଳିକା Loḻikā
- ସଂ. ବି (ଲୋଳକ+ସ୍ତ୍ରୀ. ଆ) — କାନର ନୋଳି — Earring
- ସଂ. ବି (ଲୋଳକ+ସ୍ତ୍ରୀ. ଆ) — ଚୁକ୍ର; ଖଟାପାଳଙ୍ଗ ଶାଗ (ଏହାର ପତ୍ର ଜିଭର ଆକୃତିର ଥିବାରୁ) — Rumex Vasicarius; Oxalis Pussilla; (a pot-herb)
- ସଂ. ବି (ଲୋଳକ+ସ୍ତ୍ରୀ. ଆ) — ଚାଙ୍ଗଡ଼ା; ଚାଙ୍ଗୁଡ଼ି — A flat basket or tray of wicker work