ଲୁଣ୍ଡି Luṇḍi
- ଦେ. ବି (ସଂ. ଲୁଣ୍ଡିକା) — ଲୁଣ୍ଡିକା (ଦେଖ) — Luṇḍikā (See)
- ଦେ. ବି (ସଂ. ଲୁଣ୍ଡିକା) — ତନ୍ତିର ମଣ୍ଡଦିଆ ସୂତା — The yarn moistened with boiled rice paste
- ଦେ. ବି (ସଂ. ଲୁଣ୍ଡିକା) — [ଉ—ଲୁଣ୍ଡି କାଟିବା, ତାଗୀ କରିବା, ଲତ୍ୟାଦି କର୍ମ ବାହାରେ ହୁଏ। ଫକୀରମୋହନ, ଛମାଣ ଆଠଗୁଣ୍ଠ।]