ଲୁଣ୍ଠ୍ (ଧାତୁ) Luṇṭh (root)

  • ସଂ — ଭୂମିରେ ଗଡ଼ିବା — To wallow
  • ସଂ — ବଳପୂର୍ବକ ଅପହରଣ କରିବା — To rob
  • ସଂ — ଘାଣ୍ଟିବା — To stir; to agitate (M. W.)
  • ସଂ — ଆଳସ୍ୟଯୁକ୍ତ ହେବା — To be idle (M. W.)
  • ସଂ — ଛୋଟା ହେବା — To be lame. (M. W.)