ଲୁଣ୍ଡାଇ ପୁଣ୍ଡାଇ ନେବା Luṇḍāi puṇḍāi nebā
- ଦେ. କ୍ରି (ସଂ. ଲୁଣ୍ଡ୍ ଧାତୁ) — କୌଣସି ଘରୁ ସମସ୍ତ ପଦାର୍ଥ ଗୋଟି ଗୋଟି କରି ନିଃଶେଷ କରି ବୋହି ନେବା; ଗୃହର ସମସ୍ତ ଅଂଶରେ (ଲିପିଲା ପରି) ହାତ ବୁଲାଇ ଯେଉଁଠାରେ ଯାହା ଅଛି ତାହା ସମସ୍ତ ନେଇଯିବା; ଘରେ କଳାକନା ବୁଲାଇ ଦେବା — To collect everything from every corner of a place or house and remove the same
- ଦେ. କ୍ରି (ସଂ. ଲୁଣ୍ଡ୍ ଧାତୁ) — (ଯଥା—ତା ଘରୁ ଚୋରମାନେ ସବୁ ପଦାର୍ଥ ଯାକ ଲୁଣ୍ଡାଇ ପୁଣ୍ଡାଇ ନେଇଗଲେ।)