ଲୁଣ୍ଡେଇବା Luṇḍeibā

  • ଦେ. ବି — ଘରର ତଳକୁ ଓ କାନ୍ଥକୁ ଗୋବର— ଗୋଳା ପାଣିରେ ବୁଡ଼ା ହୋଇଥିବା କନା— ପୁଡ଼ାରେ ଲିପିବା — To wash the floor and walls of a house with cowdung water by immersing a wisp of rags and drawing it over the walls
  • ଦେ. ବି — ଲୁଣ୍ଡାଇ ପୁଣ୍ଡାଇ ନେବା (ଦେଖ) — Luṇḍāi puṇḍāi nebā (See)