ଲୁଣ୍ଡା Luṇḍā

  • ଦେ. ବି (ସଂ. ଲୁଣ୍ଡିକା) — ନିଆଁ ନେବାପାଇଁ କୁଟା ଆଦିର ନୁଣ୍ଡା ବା ଛୋଟ ବରିଆ — Wisp of straw or other inflammable material
  • ଦେ. ବି (ସଂ. ଲୁଣ୍ଡିକା) — ଲିପାପୋଛା କନା ପୁଡ଼ା — A mass of rags used for besmearing cowdung water mixed with clay on the wall or floor for washing them
  • ଦେ. ବି (ସଂ. ଲୁଣ୍ଡିକା) — [ଦ୍ର—କୁଟାର ଲୁଣ୍ଡା କରି ଲୋକେ ପିଲାଙ୍କ ଝାଡ଼ାଫେରିଥିବା ବିଷ୍ଠାକୁ ପୋଛି ନିଅନ୍ତି। ତାକୁ ଗୁହଲୁଣ୍ଡା ବୋଲାଯାଏ। ନିଆଁ ଲଗାଇବା ପାଇଁ କୁଟା ଆଦିରେ ଯେଉଁ ଲୁଣ୍ଡା ବ୍ଯବହୃତ ହୁଏ ତାକୁ ନିଆଁ ଲୁଣ୍ଡା କହନ୍ତି।