ଲୁଛିବା Luchhibā

  • ଦେ. କ୍ରି (ସଂ. ସଙ୍କୁଚିତ) — ଲଜ୍ଜାଆଦି ଦ୍ୱାରା ସଂକୁଚିତ ହେବା — To be contracted through shame or modesty
  • ଦେ. କ୍ରି (ସଂ. ସଙ୍କୁଚିତ) — [ଉ—ଲୁଛିଯାଇ ତାହାର ହିତପଣ, ମୋ ରତନ ଜୀବନ ଧନ ପ୍ରାଣ— ପ୍ରାଚୀ. ରହସ୍ୟମଞ୍ଜରୀ]
  • ଦେ. କ୍ରି (ସଂ. ସଙ୍କୁଚିତ) — ଲଜ୍ଜିତ ହେବା — To be ashamed; to become crestfallen; to blush; to be modest
  • ଦେ. କ୍ରି (ସଂ. ସଙ୍କୁଚିତ) — ଅନ୍ୟର ଶୋଭାଆଦିଦ୍ୱାରା ମୁଗ୍ଧ ହେବା — To be charmed with another's beauty
  • ଦେ. କ୍ରି (ସଂ. ସଙ୍କୁଚିତ) — କୌଣସି ବ୍ଯକ୍ତିଠାରେ ବା ବିଷୟରେ ସମ୍ପୂର୍ଣ୍ଣରୂପେ ଆସକ୍ତ ହେବା — To be completely attached to a matter, thing or person
  • ଦେ. କ୍ରି (ସଂ. ସଙ୍କୁଚିତ) — ଦୁଃଖରେ ଅଭିଭୂତ ହୋଇପଡ଼ିବା — To be overwhelmed with grief
  • ଦେ. କ୍ରି (ସଂ. ସଙ୍କୁଚିତ) — [ଉ—ଲୁଛି ହୋଇଯିବି ଉଠ ମୋ ବାପା— ପ୍ରାଚୀ. ରହସ୍ୟମଞ୍ଜରୀ।]
  • ଦେ. କ୍ରି (ସଂ. ସଙ୍କୁଚିତ) — ଅନ୍ଯ ପଦାର୍ଥ ସଙ୍ଗେ ରୂପ, ଗୁଣ ଓ ଆକାର ଆଦିରେ ସମ୍ପୂର୍ଣ୍ଣରୂପେ ସମାନ ହେବା — To coincide with another; to fit in with a thing; to fully tally
  • ଦେ. କ୍ରି (ସଂ. ସଙ୍କୁଚିତ) — [ଯଥା—ଏ ଅଳଙ୍କାରଗୁଡ଼ିକ ବୋହୁ ଦିହକୁ ଲୁଛି ଯାଇଛି]