ଲୁଛେଇବା Luchheibā
- ଦେ. କ୍ରି — ଦୁଇ ପଦାର୍ଥକୁ ଗଚ୍ଛିବା; ତୁଳନା କରିବା — To compare 2 things
- ଦେ. କ୍ରି — ଅନ୍ଯ ନିମନ୍ତେ ଅଭିପ୍ରେତ ନୂତନ ବସ୍ତ୍ରକୁ ପ୍ରଥମେ ପରିଧାନ କରିବା; ଉଗୁରା କରିବା — To wear a new cloth intended for another
- ଦେ. କ୍ରି — [ଦ୍ର—କେତେକ ବର୍ଷୀୟାନ ଲୋକ ପ୍ରଥମେ ନୂଆ ଲୁଗାକୁ ପିନ୍ଧନ୍ତି ନାହିଁ, ଉକ୍ତ ନୂଆ ଲୁଗାକୁ ଅନ୍ଯ ଜଣେ ବ୍ଯକ୍ତି (ଆପଣାର ପୁଅ; ଭାଇ ଇତ୍ୟାଦି) ତାକୁ ପ୍ରଥମେ 'ଲୁଛିବା' ପରେ ପ୍ରଥମୋକ୍ତ ବ୍ଯକ୍ତି ଉକ୍ତ ଲୁଗାକୁ ପିନ୍ଧନ୍ତି।]