ଲୁଞ୍ଚନ Lunchana
- ସଂ. ବି. (ଲୁଞ୍ଚ୍ ଧାତୁ+ଭାବ. ଅନ) — ଆଙ୍ଗୁଠିରେ ଧରି ବଳପୂର୍ବକ ଉତ୍ପାଟନ କରିବା (ହି. ଶ.) — Uprooting with force
- ସଂ. ବି. (ଲୁଞ୍ଚ୍ ଧାତୁ+ଭାବ. ଅନ) — କାଟିବା; କର୍ତ୍ତନ — Cutting
- ସଂ. ବି. (ଲୁଞ୍ଚ୍ ଧାତୁ+ଭାବ. ଅନ) — ଛିଣ୍ଡାଇବା — Tearing off; plucking
- ସଂ. ବି. (ଲୁଞ୍ଚ୍ ଧାତୁ+ଭାବ. ଅନ) — ଚୋପା ଛଡ଼ାଇବା — Peeling off