ଲୁଚ୍ପୁଚିଆ Luchpuchiā

  • ଦେ. ବିଣ — ଭୟାତୁର; ଭୀତ — Coward; timid
  • ଦେ. ବିଣ — ସନ୍ଦେହାନ୍ୱିତ — Suspicious
  • ଦେ. ବିଣ — ଅସ୍ଥିର ମନାଃ — Wavering; fickle
  • ଦେ. ବିଣ — ପତଳା ଓ କୋମଳ (ଖାଦ୍ୟ) — Soft and thin (food)