ଲୁଞ୍ଚିତ Lunchita

  • ସଂ. ବି (ଲୁଞ୍ଚ୍ ଧାତୁ+କର୍ମ ତ) — ଛିନ୍ନ; ଛିନ୍ନଭିନ୍ନ — Torn to pieces; perforated
  • ସଂ. ବି (ଲୁଞ୍ଚ୍ ଧାତୁ+କର୍ମ ତ) — ପରିତ୍ୟକ୍ତ — Abandoned; relinquished
  • ସଂ. ବି (ଲୁଞ୍ଚ୍ ଧାତୁ+କର୍ମ ତ) — ଭିନ୍ନ — Separated
  • ସଂ. ବି (ଲୁଞ୍ଚ୍ ଧାତୁ+କର୍ମ ତ) — କର୍ତ୍ତିତ; ଳୁନ — Cut off
  • ସଂ. ବି (ଲୁଞ୍ଚ୍ ଧାତୁ+କର୍ମ ତ) — ଉତ୍ପାଟିତ — Up- rooted; plucked
  • ସଂ. ବି (ଲୁଞ୍ଚ୍ ଧାତୁ+କର୍ମ ତ) — ଚୋପା ଛଡ଼ାଯାଇଥିବା — Peeled