ଲିଭିବା Libhibā
- ଦେ. କ୍ରି — (ସଂ. ନିର୍ବାପିତ) ପ୍ରଦୀପ ଆଦି ନିର୍ବାପିତ ହେବା — To be extinct; to go out (said of light or fire)
- ଦେ. କ୍ରି — (ଲେଖା ଆଦି) ପୋଛି ହୋଇ ଅଦୃଶ୍ୟ ହେବା — To be wiped out; to disappear
- ଦେ. କ୍ରି — (ସଂ. ନିର୍ବାହ) ଚଳିବା; ଚଳପ୍ରଚଳ ହେବା; ଜୀବନ— ଯାତ୍ରା ନିର୍ବାହ କରିବା — To live; to get on; to move and have one's being