ଲିଭିଯିବା Libhij̄ibā

  • ଦେ.କ୍ରି — ମୁଦ୍ରିତ ହୋଇଯିବା; ବୁଜିଦେବା — To be closed.(ଉ—ନେତ୍ର ଲିଭିଯିବା ବ୍ରହ୍ମ ରୂପକୁ ଚାହିଁଲେ— ପ୍ରାଚୀ. ବ୍ରହ୍ମନିରୂପଣଗୀତା]
  • ଦେ.କ୍ରି — (ଦୀପ ମନକୁ) ନିର୍ବାପିତ ହେବା — (a light) to go out of itself