ଲିଭାଇବା Libhāibā
- ଦେ. କ୍ରି (ସଂ. ନିର୍ବାପ) — ଲିଭିବା କ୍ରିୟାର ଣିଜନ୍ତ ରୂପ — Causative of Libhibā
- ଦେ. କ୍ରି (ସଂ. ନିର୍ବାପ) — ନିଭାଇବା (ଦେଖ) — Nibhā- ibā (See)
- ଦେ. କ୍ରି (ସଂ. ନିର୍ବାପ) — (ଲକ୍ଷଣାର୍ଥ) (ନାମ) ଲୋପକରିବା — (figurative) To cause to disappear; to wipe out
- ଦେ. କ୍ରି (ସଂ. ନିର୍ବାପ) — [ଉ—ତୋ ନାମ ଲିଭାଇ ଦେବି ଆଜି ପୃଥିବୀରୁ। ମଧୁସୂଦନ. ବାଳରାମାୟଣ।]
- ଦେ. କ୍ରି (ସଂ. ନିର୍ବାପ) — ଅଗ୍ନି ବା ଆଲୋକକୁ ନିର୍ବାଣ କରାଇବା; ନିର୍ବାପିତ କରିବା — To extinguish a light or fire
- ଦେ. କ୍ରି (ସଂ. ନିର୍ବାପ) — [ଉ—କି ବାଇ ହୋଇଲି ଲିଭାଇବି ବୋଲି ସ୍ମର ଧନଞ୍ଜୟ ହେବି ଗୋ। କବିସୂର୍ଯ୍ୟ. ସଂଗୀତ।]
- ଦେ. କ୍ରି (ସଂ. ନିର୍ବାପ) — ଲେଖା ଆଦିକୁ ପୋଛି ଦେବା — To wipe out a writing
- ଦେ. କ୍ରି (ସଂ. ନିର୍ବାପ) — (ସଂ. ନିର୍ବାହ) କୌଣସି କାର୍ଯ୍ୟକୁ ନିର୍ବାହିତ କରିବା — To conduct a work
- ଦେ. କ୍ରି (ସଂ. ନିର୍ବାପ) — ଅନୁଭବ କରିବା — To experience
- ଦେ. କ୍ରି (ସଂ. ନିର୍ବାପ) — କୌଣସି ବ୍ଯକ୍ତିକୁ ପାଳିବା, ପୋଷିବା ବା ଚଳାଇ ନେବା — To maintain or cherish a person; to enable a person to get on