ଲିଭାର୍ ପୁଲ୍ Libhār pul

  • ବୈଦେ. ବି (ଇଂ. ଲିଭରପୁଲ୍) — ଇଂଲଣ୍ଡର ପଶ୍ଚିମସ୍ଥ ଲାଙ୍କାସାୟାର୍ ଜିଲ୍ଲାର ନଗର ଓ ବନ୍ଦର ବିଶେଷ — The town and port of Liverpool in England
  • ବୈଦେ. ବି (ଇଂ. ଲିଭରପୁଲ୍) — [ଦ୍ର—ଏହା ସୂତା ଲୁଗା ଓ ଲୁଣ ଆଦିର ଗୋଟିଏ ପ୍ରଧାନ ବାଣିଜ୍ୟ କେନ୍ଦ୍ର ଓ ବନ୍ଦର।]