ଲିଭା ହେବା Libhā hebā

  • ଦେ. କ୍ରି — (ସଂ. ନିର୍ବାହ) କୌଣସି ସ୍ଥାନରେ ଚଳିବା — To get on at a place
  • ଦେ. କ୍ରି — ଜୀବିକା ନିର୍ବାହ କରିବା — To get on with one's living; to eke out one's existence
  • ଦେ. କ୍ରି — (ସଂ. ନିର୍ବାପିତ) ଲିଭିବାର କର୍ମବାଚ୍ୟ — To be extinguished by some one