ଲିପ୍ସା Lipsā
- ସଂ. ବି (ଲଭ୍ ଧାତୁ=ପାଇବା+ଇଚ୍ଛାର୍ଥେ. ସନ୍+ଭାବ.+ଅ ଆ) — ଲଭିବାର ଇଚ୍ଛା; ଲାଭେଚ୍ଛା — A desire to gain or acquire a thing
- ସଂ. ବି (ଲଭ୍ ଧାତୁ=ପାଇବା+ଇଚ୍ଛାର୍ଥେ. ସନ୍+ଭାବ.+ଅ ଆ) — ଲାଳସା — Hankering after a thing
- ସଂ. ବି (ଲଭ୍ ଧାତୁ=ପାଇବା+ଇଚ୍ଛାର୍ଥେ. ସନ୍+ଭାବ.+ଅ ଆ) — କାମନା — Desire; wish
- ସଂ. ବି (ଲଭ୍ ଧାତୁ=ପାଇବା+ଇଚ୍ଛାର୍ଥେ. ସନ୍+ଭାବ.+ଅ ଆ) — ଲୋଭ — Covetousness; cupidity