ଲିପ୍ତା Liptā

  • ସଂ. ବି — ଏକ ଲିତା ସମୟ; ଏକ ଦଣ୍ଡର 60 ଭାଗରୁ ଏକ ଭାଗ; ଅତି ସୂକ୍ଷ୍ମ କାଳ; ଏକ ପଳ; 24 ସେକେଣ୍ଡ୍— (ଓଡ଼ିଆ 'ଲିତା' ଶବ୍ଦ ଏହି ଶବ୍ଦରୁ ଅପଭ୍ରଷ୍ଟ) — ଏକ ଲିତା ସମୟ; ଏକ ଦଣ୍ଡର60ଭାଗରୁ ଏକ ଭାଗ; ଅତି ସୂକ୍ଷ୍ମ କାଳ; ଏକ ପଳ;24ସେକେଣ୍ଡ୍— (ଓଡ଼ିଆ 'ଲିତା' ଶବ୍ଦ ଏହି ଶବ୍ଦରୁ ଅପଭ୍ରଷ୍ଟ)A minute portion of time; 24 seconds
  • ସଂ. ବି — [ଦ୍ର— 1 ଦଣ୍ଡ= 24 ମିନିଟ୍ 1 ଦଣ୍ଡ= 60 ଲିପ୍ତା ବା ପଳ। 1 ଲିପ୍ତା— 60 ବିଲିପ୍ତା ବା ବିପଳ।] — [ଦ୍ର—1ଦଣ୍ଡ=24ମିନିଟ୍1ଦଣ୍ଡ=60ଲିପ୍ତା ବା ପଳ 1 ଲିପ୍ତା—60ବିଲିପ୍ତା ବା ବିପଳ]