ଲିପ୍ସିତ Lipsita

  • ସଂ. ବିଣ (ଲିପ୍ସା+ଯୁକ୍ତାର୍ଥେ. ଇତ) — ବାଞ୍ଛିତ — Desired; wished for; coveted after
  • ସଂ. ବିଣ (ଲିପ୍ସା+ଯୁକ୍ତାର୍ଥେ. ଇତ) — ଅଭିଳଷିତ — Eagerly sought after; longed for
  • ସଂ. ବିଣ (ଲିପ୍ସା+ଯୁକ୍ତାର୍ଥେ. ଇତ) — ଅଭିଳାଷବିଶିଷ୍ଟ; ଲାଳାୟିତ — Hankering after