ଲିଫି ଲିଫି Liphi liphi

  • ଦେ. ବି — ଝିପିଝିପି ବର୍ଷା; ଛୋଟ ଛୋଟ ଟୋପାରେ ବର୍ଷା — Drizzling rain; drizzle
  • ଦେ. ବି — [ଉ— 8 ଦୁମୁକାଣି 16 ଅସରା, 32 ଲିଫି ଲିଫି, 64 କୁଣ୍ଡାଝରା, ତେବେ ଯାଇ ଚଷାର ପେଟ ହୁଏ ପୂରା। କୃଷିବଚନ।] — [ଉ—8ଦୁମୁକାଣି16ଅସରା,32ଲିଫି ଲିଫି,64କୁଣ୍ଡାଝରା, ତେବେ ଯାଇ ଚଷାର ପେଟ ହୁଏ ପୂରା କୃଷିବଚନ]
  • ଦେ. ବିଣ — ଟୁପୁରୁ ଟୁପୁରୁ; ଝୁପୁରୁ ଝୁପୁରୁ (ବର୍ଷା) — Drizzling (rain)