ଲାଜ ପେୟା Lāja peyā
- ସଂ. ବି. — ଖଇର ପତଳା ମଣ୍ଡ; ଖଇକୁ ପାଣିରେ ଚକଟି ତାକୁ ଲୁଗାରେ ଛାଣି ପାଣିଆ କରି ତିଆରି କରା— ଯିବା ପାନୀୟ — A thin paste or gruel made by kneading fried paddy in water and then passing it through cloth
- ସଂ. ବି. — [ଦ୍ର— ଏହା ଲଘୁପାକ, ପିପାସାନାଶକ ଓ ଗ୍ଳାନିନାଶକ; ଏହା ସଙ୍ଗେ ସୈନ୍ଧବ ଲବଣ, ତ୍ରିକଟୁ ଓ ଅଳାଇଚ ଗୁଣ୍ଡା ମିଶାଇଲେ ଏହା ଅଧିକତର ଗୁଣଯୁକ୍ତ ହୁଏ।]