ଲାଜ ବର୍ଦ୍ଦ Lāja bardda

  • ବୈଦେ. ବି. (ଫା.) — ବୈଦୁର୍ଯ୍ୟ ମଣି ପରି ତୁରଷ୍କ ଦେଶର ମଣି ବିଶେଷ — Lapis lazuli (gem)
  • ବୈଦେ. ବି. (ଫା.) — ସଂ. ନାମ—ରାଜବର୍ତ୍ତକ, ରାଜାବର୍ତ୍ତ ମଣି।