ଲାଜ ପାଣି Lāja pāṇi

  • ଦେ. ବି — ନବଜାତ ଶିଶୁକୁ ଉଠିଆରି ଦିନ ( 7 ମ ଦିନ) ସ୍ନାନ କରାଇବା ସମୟରେ ତା ମୁଖକୁ ଧୋଇବାପାଇଁ ବ୍ଯବହୃତ ପ୍ରଥମ ଅଞ୍ଜଳି ପାଣି — ନବଜାତ ଶିଶୁକୁ ଉଠିଆରି ଦିନ (7ମ ଦିନ) ସ୍ନାନ କରାଇବା ସମୟରେ ତା ମୁଖକୁ ଧୋଇବାପାଇଁ ବ୍ଯବହୃତ ପ୍ରଥମ ଅଞ୍ଜଳି ପାଣି—The first handful of water applied to the face of a child on its first bath on the 7th day of its birth
  • ଦେ. ବି — [ଦ୍ର—ଲୋକ ବିଶ୍ୱାସ ଯେ, ଯେଉଁ ଶିଶୁର ମୁହଁରେ ତାହାର ମାତା ଲାଜ ପାଣି ମାରି ନ ଥାନ୍ତି ସେ ଭାବି— ଜୀବନରେ ନିର୍ଲ୍ଲଜ୍ଜ ହୁଏ। ଏଥିପାଇଁ କୌଣସି ନିର୍ଲ୍ଲଜ୍ଜ ବ୍ଯକ୍ତିକୁ ଲକ୍ଷ୍ୟ କରି ଲୋକେ କହିଥାନ୍ତି 'ତା ମାଆ ତା ମୁହଁରେ କଅଣ ଲାଜପାଣି ମାରି ନ ଥିଲା କି?']