ଲାଜ ଥୋମଣା Lāja thomaṇā

  • ଗ୍ରା. ବିଣ. ପୁଂ. — ଅତି ଲଜ୍ଜିତ; ଲଜ୍ଜାବନତମୁଖ — Very much ashamed; crestfallen
  • ଗ୍ରା. ବିଣ. ପୁଂ. — (ଯଥା—ସେ ଲାଜ ଥୋମଣା ହୋଇ ଏଠାରୁ ପଳାଇଲା।)