ଲାଜ ପାଇବା Lāja pāibā

  • ଦେ. କ୍ରି — ବହୁଲୋକଙ୍କ ମଧ୍ୟରେ ଅବମାନିତ ହେବା — To be put to shame in the presence of many persons
  • ଦେ. କ୍ରି — [ଦ୍ର—ଲାଜ କରିବାର ଅର୍ଥ ନିଜେ ଲଜ୍ଜା ବୋଧ କରିବା, କିନ୍ତୁ ଲାଜ ପାଇବାର ଅର୍ଥ ବହୁଲୋକଙ୍କ ମଧ୍ୟରେ ଅପ— ମାନିତ ବା ଲଜ୍ଜିତ ହେବା।]