ଲଣ୍ଡନ୍ Laṇḍan

  • ବୈଦେ. ବି. (ଇଂ. ନାମ) — ଇଂରାଜମାନଙ୍କ ଜନ୍ମଭୂମି ଇଂଲଣ୍ଡ ଦେଶର ପ୍ରଧାନ ନଗର; ବିଲାତ (ଏହା ପୃଥିବୀର ସର୍ବ ପ୍ରଧାନ ନଗର ଓ ଭାରତ ସମ୍ରାଟଙ୍କ ବାସ ସ୍ଥାନ) — London