ଲଣ୍ଡ ଭଣ୍ଡ Laṇḍa bhaṇḍa

  • ଦେ. ବିଣ. (ସଂ. ଲଣ୍ଡ୍ ଧାତୁ= ଉତ୍କ୍ଷେପଣ ଓ ଭଣ୍ଡନ= ଯୁଦ୍ଧ) — ବ୍ୟତିବ୍ୟସ୍ତ; ହଠାତ୍ ଉତ୍କ୍ଷିପ୍ତ ଓ ବିପର୍ଯ୍ୟସ୍ତ; ଅସ୍ତବ୍ୟସ୍ତ — Confused; disordered; suddenly upturned and disturbed
  • ଦେ. ବିଣ. (ସଂ. ଲଣ୍ଡ୍ ଧାତୁ= ଉତ୍କ୍ଷେପଣ ଓ ଭଣ୍ଡନ= ଯୁଦ୍ଧ) — ଲେଉଟ ପାଉଟ — Topsy-turvied
  • ଦେ. ବିଣ. (ସଂ. ଲଣ୍ଡ୍ ଧାତୁ= ଉତ୍କ୍ଷେପଣ ଓ ଭଣ୍ଡନ= ଯୁଦ୍ଧ) — ତରତର — Hurried
  • ଦେ. ବିଣ. (ସଂ. ଲଣ୍ଡ୍ ଧାତୁ= ଉତ୍କ୍ଷେପଣ ଓ ଭଣ୍ଡନ= ଯୁଦ୍ଧ) — ତ୍ୱରାନ୍ୱିତ; ତ୍ୱରିତ — Hasty
  • ଦେ. ବିଣ. (ସଂ. ଲଣ୍ଡ୍ ଧାତୁ= ଉତ୍କ୍ଷେପଣ ଓ ଭଣ୍ଡନ= ଯୁଦ୍ଧ) — ଚପଳ — Restless; fickle
  • ଦେ. ବିଣ. (ସଂ. ଲଣ୍ଡ୍ ଧାତୁ= ଉତ୍କ୍ଷେପଣ ଓ ଭଣ୍ଡନ= ଯୁଦ୍ଧ) — ଅସ୍ଥିରୀକୃତ — Made restless
  • ଦେ. ବିଣ. (ସଂ. ଲଣ୍ଡ୍ ଧାତୁ= ଉତ୍କ୍ଷେପଣ ଓ ଭଣ୍ଡନ= ଯୁଦ୍ଧ) — ବିନଷ୍ଟ; ଧ୍ୱସ୍ତ — Ruined
  • ଦେ. ବି. — ତ୍ୱରା — Haste; hurry;
  • ଦେ. ବି. — ଅସ୍ଥିରତା — Restlessness, fckleness
  • ଦେ. ବି. — ଅତ୍ୟାଚାର; ଧ୍ୱଂସ — Depredation; ruin
  • କ୍ରି. ବିଣ. — ଅସ୍ତବ୍ୟସ୍ତ ଭାବରେ — Confusedly; higgedly piggedly
  • କ୍ରି. ବିଣ. — ଅତି ତ୍ୱରା ସହକାରେ — Hastily in haste; hurriedly