ଲଣ୍ଡ ସଣ୍ଡ Laṇḍa saṇḍa
- ଦେ. ବିଣ. — ଲଣ୍ଡ ଭଣ୍ଡ (ଦେଖ) — Laṇḍa bhaṇḍa (See)
- ଦେ. ବିଣ. — ଧଣ୍ଡସଣ୍ଡ; ଅଶ୍ଳୀଳ (ବାକ୍ୟ) — Obscene (words)
- ଦେ. ବିଣ. — ପୂର୍ବାପର ସମ୍ବନ୍ଧହୀନ (ବାକ୍ୟ) — Incoherent (words)
- ଦେ. ବି — ଅଶ୍ଳୀଳ ବାକ୍ୟ — Obscene words
- ଦେ. ବି — ପୂର୍ବାପର ସମ୍ବନ୍ଧହୀନ ବାକ୍ୟ — Incoherent words