ଲଣ୍ଡା Laṇḍā
- ସଂ. ବି. (ଲଣ୍ଡ୍ ଧାତୁ=ଉତ୍ସର୍ଗ କରିବା, ତ୍ୟାଗ କରିବା+କର୍ମ. ଅ+ସ୍ତ୍ରୀ. ଆ) — ବିଷ୍ଠାର ଲଣ୍ଡ — Roll of ordure
- ଦେ. ବି. (ସଂ. ଲୁଣ୍ଠନ) — ବିଷ୍ଠାର, ଗୋବରର ବା ଛେପ ଆଦିର ମେଦା ବା ବଡ଼ ପିଣ୍ଡ — A big lump of night soil, cowdung or spittle
- ଦେ. ବି. (ସଂ. ଲୁଣ୍ଠନ) — (ଯଥା—ଲଣ୍ଡାଏ ଛେପ, ଗୋବର ଲଣ୍ଡା।)
- ଦେ. ବି. (ସଂ. ଲୁଣ୍ଠନ) — (ସଂ. ମୁଣ୍ଡିତ, ଲୂନଶିଖ) ଲୂନକେଶ ବ୍ଯକ୍ତି — A person whose hairs have been cropped short; with tonsured head; with the hair clipped
- ଦେ. ବି. (ସଂ. ଲୁଣ୍ଠନ) — ଟାଙ୍ଗରା ଲୋକ — Bald-headed person
- ଦେ. ବି. (ସଂ. ଲୁଣ୍ଠନ) — ମୁଣ୍ଡିତମୁଣ୍ଡ ବ୍ଯକ୍ତି — Shaven headed person
- ଦେ. ବି. (ସଂ. ଲୁଣ୍ଠନ) — ମୂସଲ— ମାନ (ଏମାନେ ଲଣ୍ଡା ଥିବାରୁ) — A Mahomedan
- ଦେ. ବି. (ସଂ. ଲୁଣ୍ଠନ) — (ଉ—ପିଠା ଯାକରେ ମଣ୍ଡା ବିଟୋଳ, ହତିଆରଯାକରେ ଖଣ୍ଡା ବିଟୋଳ, ବ୍ରାହ୍ମଣ ଯାକରେ ପଣ୍ଡା ବିଟୋଳ, ମଣିଷ ଯାକରେ ଲଣ୍ଡା ବିଟୋଳ। ଢଗ ।)
- ଦେ. ବି. (ସଂ. ଲୁଣ୍ଠନ) — ଅପର୍ତ୍ତିଆଣି ବାଳକର ନାମ — A name given to a boy whose elder died before his birth
- ଦେ. ବିଣ. ପୁଂ. — ଟାଙ୍ଗରା — Bald
- ଦେ. ବିଣ. ପୁଂ. — ମୁଣ୍ଡିତ କେଶ — With shaven head
- ଦେ. ବିଣ. ପୁଂ. — ଲୂନ ଶିଖ — Having the hair cropped. short