ଲଣ୍ଡା କରିବା Laṇḍā karibā
- ଦେ. କ୍ରି — ମସ୍ତକର କେଶକୁ ସମ୍ପୂର୍ଣ୍ଣରୂପେ ମୁଣ୍ଡିତ ବା ନିର୍ମୂଳ କରିବା — To shave the head clean
- ଦେ. କ୍ରି — ମୁଣ୍ଡର ବାଳକୁ କତୁରିଦ୍ୱାରା ଛୋଟ ଛୋଟ କରି କାଟିବା — To crop up the hair of the head with scissors
- ଦେ. କ୍ରି — ବୃକ୍ଷର ଶାଖା ଆଦିକୁ କାଟି ସ୍ଥାଣୁ କରିବା — To lop off the branches of a tree