ଲଗେ Lage

  • ପ୍ରାଦେ. (ଭତିଡ଼ି ଭାଖା) — ପାଖକୁ; ନିକଟକୁ — Near; to
  • ପ୍ରାଦେ. (ଖଡ଼ିଆଳ ଓ ସମ୍ବଲପୁର) ଅ — ଠାରେ — In
  • ପ୍ରାଦେ. (ଖଡ଼ିଆଳ ଓ ସମ୍ବଲପୁର) ଅ — [ଦ୍ର—ଯଥା—କେନ୍ ଲଗେ=କେଉଁଠାରେ।]
  • ଦେ. ଅ — ମାକଡ଼ଙ୍କୁ ଗୋଡ଼ାଇବା ପାଇଁ କୁକୁରଙ୍କ ପ୍ରତି ଡାକ — A hallooing used to incite dogs to chase monkeys