ଲଗେଜ୍ Lagej

  • ଦେ. ବି. (ଇଂ. ଲଗ୍ଗେଜ୍) — ପର୍ଯ୍ୟଟକଙ୍କ ସଙ୍ଗେ ଥିବା ଜିନିସ ପତ୍ରର ଗଣ୍ଠିରି — Luggage; bag and baggage
  • ଦେ. ବି. (ଇଂ. ଲଗ୍ଗେଜ୍) — ରେଳ ବା ଜାହାଜ ଯାତ୍ରୀଙ୍କ ସଙ୍ଗରେ ଥିବା ଜିନିଷ ପତ୍ର ଏକତ୍ର ବାନ୍ଧି, ଓଜନ କରି, ତାହା ବହନ କରିବା ପାଇଁ ଗାର୍ଡ଼୍ଙ୍କ ଜିମା ଦିଆଯିବା ଗଣ୍ଠିରି — Passenger's luggage entrusted to the ship or railway guard for being carried to the traveller's destination