ଲଗେଇ ଜୋଟେଇ କହିବା Lagei joṭei kahibā
- ଦେ. କ୍ରି — ସତ୍ୟ କଥାକୁ ଅତି- ରଞ୍ଜିତ କରି କହିବା — To report (another's) fault after magnifying it
- ଦେ. କ୍ରି — (ଯଥା— ଗେହ୍ଲେଇ ଲଗେଇ ଜୁଟେଇ ଢେର କଜିଆ କରେ। କୁନ୍ତଳାକୁମାରୀ. ନଅ ତୁଣ୍ଡୀ।)
- ଦେ. କ୍ରି — ଚୁଗୁଲି କରିବା — To back bite
- ଦେ. କ୍ରି — ଅପରୋକ୍ଷଭାବରେ କୌଣସି ବ୍ଯକ୍ତିର ନାମ ଉଲ୍ଲେଖ କରିବା — To indirectly allude to a person