ଲଗାୟତ୍ Lagāyat

  • ଦେ. କ୍ରି. ବିଣ. — କୌଣସି ସ୍ଥାନ ବା ସମୟ ବା ବ୍ଯକ୍ତିଠାରୁ ଆରମ୍ଭ କରି ଅନ୍ଯ କୌଣସି ସ୍ଥାନ ସମୟ ବା ବ୍ଯକ୍ତି ପର୍ଯ୍ୟନ୍ତ ଅବିଚ୍ଛିନ୍ନ ଭାବରେ — Continuously; without intermission
  • ଦେ. କ୍ରି. ବିଣ. — ଅବଧି; ପର୍ଯ୍ୟନ୍ତ — Upto
  • ଦେ. କ୍ରି. ବିଣ. — ଅମୁକଠାରୁ ଆରମ୍ଭ କରି — Beginning from
  • ଦେ. କ୍ରି. ବିଣ. — [ଦ୍ର— ଏହାର ସାଙ୍କେତିକ ଚିହ୍ନ। ଲ।; ଯଥା କଟକ । ଲ। ପୁରୀ=କଟକ ଠାରୁ ପୁରୀ ପର୍ଯ୍ୟନ୍ତ।]