ଲଗାଣ Lagāṇa
- ଦେ. ବି (ସଂ. ଲଗ୍ ଧାତୁ) — ବହୁଦିନ ବ୍ୟାପୀ ଝଡ଼ ଓ ବୃଷ୍ଟି — Rain or storm continuing for days together
- ଦେ. ବି (ସଂ. ଲଗ୍ ଧାତୁ) — (ଉ— ନାହାକ କହିଛି ଭାରୀ ଲଗାଣ ହେବ। ଫକୀରମୋହନ. ଛମାଣ ଆଠଗୁଣ୍ଠ।)
- ଦେ. ବି (ସଂ. ଲଗ୍ ଧାତୁ) — ସଂକୀର୍ତ୍ତନର ଆରମ୍ଭରେ ରାଗର ଆଳାପ — The preliminary utterance of the formula of a musical tune
- ଦେ. ବିଣ. — ପରସ୍ପର ସଂଲଗ୍ନ — Attached to each other
- ଦେ. ବିଣ. — ଅବିଚ୍ଛିନ୍ନ — Continuous
- ଦେ. ବିଣ. — (ଯଥା— ଲଗାଣ ବରଷା।)