ଲଗାହାରି Lagāhāri
- ଦେ. ବି — ମରଣାର୍ଥ ଗଳାରେ ଦଉଡ଼ି ଲଗାଇବା, ରଜ୍ଜୁ ଦ୍ୱାରା ଅପମୃତ୍ୟୁ — Winding or putting a rope round the neck to cause death by hanging or strangling
- ଦେ. ବି — ତଣ୍ଟିଚିପି ମାରିବା — Strangling to death
- ଦେ. ବି — ଅପମୃତ୍ୟୁ — Accidental death; unnatural death
- ଦେ. ବି — ପର ଦ୍ରବ୍ୟରେ ଅଧିକାର ଦେଖାଇବା — Showing mastery over the property of others
- ଦେ. ବି — ଯେ ପର ଦ୍ରବ୍ୟ ଉପରେ ଆପଣାର ପ୍ରଭୁତ୍ୱ ବା ଅଧିକାର ଦେଖାଏ — A person who assumes mastery over the property of others
- ପ୍ରାଦେ (ଯାଜପୁର) ବି — କାଳ ଦେବତା; ମୃତ୍ୟୁ ସଂଘଟନକାରୀ — That which cause death, death personified;