ଲଗିତ Lagita

  • ସଂ. ବିଣ (ଲଗ୍ ଧାତୁ= ଲାଗିବା +କର୍ତ୍ତୃ. ତ) — ସଂଲଗ୍ନ — Attached; adhered to (Apte)
  • ସଂ. ବିଣ (ଲଗ୍ ଧାତୁ= ଲାଗିବା +କର୍ତ୍ତୃ. ତ) — ସଂପୃକ୍ତ — Joined to; connected with (Apte)
  • ସଂ. ବିଣ (ଲଗ୍ ଧାତୁ= ଲାଗିବା +କର୍ତ୍ତୃ. ତ) — ପ୍ରାପ୍ତ — Got; obtained (Apte)