ଲଗାଜୋଡ଼ା କରିବା Lagā-joṟḍ̠ā karibā

  • ଦେ. କ୍ରି — ମିଛ ସତ ଯୋଖିବା — To weave truth and falsehood together
  • ଦେ. କ୍ରି — ଚୁଗୁଲି କରିବା — To backbite
  • ଦେ. କ୍ରି — [ଉ—ଆମ୍ଭଠାରୁ ଏବେ ସେ ଗଲେ ତ ଅଭାବେ, ଲଗାଯୋଡ଼ା କରିଣ ତାହାଙ୍କୁ କହିବେ—କୃଷ୍ଣସିଂହ, ମହାଭାରତ, ଉଦ୍ଯୋଗ।]