ରେଲ୍ଲି Relli
- ପ୍ରାଦେ. (ମାନ୍ଦ୍ରାଜ) ବି — (ପୁଂ.) ମାନ୍ଦ୍ରାଜ ପ୍ରଦେଶସ୍ଥ ରେଲି ଜାତୀୟ ଲୋକ ବିଶେଷ — The name of a caste in Madras
- ପ୍ରାଦେ. (ମାନ୍ଦ୍ରାଜ) ବି — ରେଲ୍ଲିଜାତୀୟ
- ପ୍ରାଦେ. (ମାନ୍ଦ୍ରାଜ) ବି — ଲୋକଙ୍କ କଥିତ ଓଡ଼ିଆ ଭାଷା — 2. The Oriya Spoken by the caste of Relli in Madras