ରେଲ୍ଟାଇନ୍ Rel ṭāin
- ବୈଦେ. ବି. (ଇଂ. ରେଳ୍ ଟାଇମ୍) — ରେଳ ଆସି ଷ୍ଟେସନରେ ପହଞ୍ଚିବା ପରେ ଯାତ୍ରୀ ଆଦି ବସିବାର ଓ ରେଳ ଷ୍ଟେସନ୍ ଛାଡ଼ି ଅନ୍ୟତ୍ର ଚାଲିଯିବାର ନିର୍ଦ୍ଦିଷ୍ଟ ବେଳା (ଯେଉଁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଷ୍ଟେସନରେ ନ ପହଞ୍ଚିଲେ ଯାତ୍ରୀ ରେଳଗାଡ଼ିର ବସି ପାରନ୍ତି ନାହିଁ।) — The scheduled time by which a person may catch the train
- ବୈଦେ. ବି. (ଇଂ. ରେଳ୍ ଟାଇମ୍) — ରେଳଗାଡ଼ିର ପରିଚାଳିନା ପାଇଁ ଗଣାଯିବା ନିର୍ଦ୍ଦିଷ୍ଟ ସମୟ — Railway time, as opposed to local time
- ବୈଦେ. ବି. (ଇଂ. ରେଳ୍ ଟାଇମ୍) — [ଦ୍ର—ଭିନ୍ନ ଭିନ୍ନ ସ୍ଥାନର ସମୟ ଭିନ୍ନ ଭିନ୍ନ ଥିବାରୁ ରେଳ ଚଳାଇବାରେ ଅସୁବିଧା ହେବ ବୋଲି ରେଳ କମ୍ପାନୀମାନେ ସବୁ ଷ୍ଟେସନରେ ଗୋଟିଏ ସ୍ଥାନର ସମୟ ନିର୍ଦ୍ଦିଷ୍ଟ କରି ଥାଆନ୍ତି। ବେଙ୍ଗଲ ନାଗପୁର ରେଳ କମ୍ପାନୀ ତାଙ୍କ ଅଧୀନ ଷ୍ଟେସନମାନଙ୍କରେ ମାନ୍ଦ୍ରାଜର — (Standard)ଟାଇମ୍ ନିର୍ଦ୍ଦିଷ୍ଟ କରି ଅଛନ୍ତି ଆହୁରି ରାତି12ଟା ପରେ ବାଜିବା1ଘଣ୍ଟାଠାରୁ ଦିନ 12ଟା ପର୍ଯ୍ୟନ୍ତ12ଘଣ୍ଟା ଓ ଅପରାହ୍ଣ1ଠାରୁ ରାତି12ଟା ପର୍ଯ୍ୟନ୍ତ ସମୟକୁ ରେଳର ଗଣନା ଅନୁସାରେ13ଠାରୁ24ଘଣ୍ଟା ଗଣାଯାଏ]