ରେଳ ଗାଡ଼ି Reḻa gāṟḍ̠i
- ଦେ. ବି — ବାଷ୍ପୀୟଯାନ; ବାଷ୍ପ ଚାଳିତ ଶକଟ — Railway train
- ଦେ. ବି — [ଦ୍ର—ରେଳ ଗାଡ଼ି ଅନେକ ପ୍ରକାର। ଯଥା— ଛୋଟ ଗାଡ଼ି — Bogie,ବଡ଼ ଗାଡ଼ି—Carriage,ମେଲ୍ ବା ଡାକ ଗାଡ଼ି—Mail trainଏକ୍ସପ୍ରେସ୍—Express,ପାସେଞ୍ଜର୍ ବା ଯାତ୍ରୀ ଗାଡ଼ି— Passenger train,ଗୁଡ଼୍ସ୍ ବା ମାଲ ଗାଡ଼ି— Goods train,ରେଳଗାଡ଼ିର ଆଗର କଳ ଗାଡ଼ି ବା ଏଞ୍ଜିନ୍—Railway engine or tender,ପଛରେ ଗାର୍ଡ ରହିବା ଗାଡ଼ି—Break van,ରେଳ ବିଭାଗର ବଡ଼ କର୍ମଚାରୀ, ରାଜା, ମହାରାଜା, ଲାଟ, ବଡ଼ଲାଟ, ପ୍ରଭୃତିଙ୍କର ଗସ୍ତ କରିବା ପାଇଁ ନିର୍ମିତ ସୁସଜ୍ଜିତ ରେଳ ଡବା—Saloon.]