ରେଳ ଘଣ୍ଟି Reḻa ghaṇṭi
- ଦେ. ବି — ରେଳଗାଡ଼ି ଷ୍ଟେସନକୁ ଆସିବାର ଓ ଷ୍ଟେସନ ଛାଡ଼ିବାର ବିଭିନ୍ନ ସମୟରେ ଦିଆଯିବା ଘଣ୍ଟି — Bells sounded at different times before and during the time the train comes to the station
- ଦେ. ବି — [ଦ୍ର— ଏହି ଘଣ୍ଟାର ଭିନ୍ନ ଭିନ୍ନ ନାମ ଅଛି। ପ୍ରଥମେ ଲାଇନ୍ କ୍ଲିଅର୍ ଘଣ୍ଟା, ତତ୍ପରେ ଆଉଟ୍ ଘଣ୍ଟା ଓ ଶେଷରେ ଇନ୍ସାଇଟ୍ ଘଣ୍ଟା। ତତ୍ପରେ ଗାଡ଼ି ଛାଡ଼ିବା ପୂର୍ବର ଘଣ୍ଟା— ଫାଷ୍ଟ୍ ବେଲ୍ ଓ ଛାଡ଼ିବା ସମୟର ଘଣ୍ଟା —ଷ୍ଟାଟିଙ୍ଗବେଲ୍।]