ରେଲ୍ ବାଇ ଟାଇମ୍ ଟେବୁଲ୍ Rel bāi ṭāim ṭebal

  • ବୈଦେ. ବି. [ଇଂ. ରେଲୱେ ଟାଇମ୍ ଟେବ୍ଲ୍] — ଯେଉଁ ପୁସ୍ତକରେ ରେଲ କମ୍ପାନୀ ତାଙ୍କ ଅଧୀନ ରେଳ ଲାଇନ୍ମାନଙ୍କରେ କେଉଁ ଷ୍ଟେସନରେ କେତେବେଳେ କେଉଁ ଗାଡ଼ି ପହଞ୍ଚିବ, କେତେବେଳ ଅପେକ୍ଷା କରିବ, କେତେବେଳେ ଛାଡ଼ିବ, କେତେ ଭଡ଼ା, କେତେ ଦୂରତ୍ୱ, ନିୟମ ଇତ୍ୟାଦି ରେଲ ଯାତ୍ରୀମାନଙ୍କ ଜ୍ଞାତବ୍ୟ ବିଷୟମାନ ପୁସ୍ତକାକାରରେ ପ୍ରକାଶ କରି ସାଧାରଣଙ୍କ ଅବଗତି ନିମିତ୍ତ ଅଳ୍ପମୂଲ୍ୟରେ ବିକ୍ରି କରନ୍ତି — Raiway time table