ରେଖାଇବା Rekhāibā
- ଦେ. କ୍ରି — ରେଖିବାର ଣିଜନ୍ତ ରୂପ — The causative form of 'Rekhibā'
- ଦେ. କ୍ରି — [ଉ—ତ୍ୱଦଧର ଚୁମ୍ବନେ ଲମ୍ବିତ ଭାବ ବହି, ଉଜ୍ଜ୍ୱଳ କର ନୟନେ ସୁରେଖ ରେଖାଇ । ପ୍ରାଚୀ. ରସବାରିଧି।]
- ଦେ. କ୍ରି — ରେଖା କାଟିବା — Rekhā kāṭibā
- ଦେ. କ୍ରି — ଅଙ୍କିତ କରିବା — To draw
- ଦେ. କ୍ରି — ଚିହ୍ନ ଦେବା — To mark