ରେଖାଙ୍କିତ Rekhāṅkita

  • ସଂ. ବିଣ ( 3 ୟା ତତ୍) — ଯାହା ରେଖାଦ୍ୱାରା ଚିହ୍ନିତ କରାଯାଇଅଛି — Marked with a line
  • ସଂ. ବିଣ ( 3 ୟା ତତ୍) — ଯେଉଁ ବିଷୟ ବା ବାକ୍ୟ ତଳେ ଗାର କଟା ଯାଇଅଛି — Underlined