ରେଖା ମାଳି Rekhā māḻi

  • ଦେ. ବି — ହାତର ଆଙ୍ଗୁଠିରେ ଥିବା ରେଖା ଦ୍ୱାରା ଜପ; କରଜପ — 1. Telling beads with the lines appearing in the finger
  • ଦେ. ବି — (ଉ—ମାତା ଗର୍ଭେ ରେଖା ମାଳି ଜପ କରେ ତହିଁ। ପ୍ରାଚୀ ଶ୍ରୀଗୁରୁଭକ୍ତି ଗୀତା।)