ରେଖା ପଞ୍ଚମୀ Rekhā pan̄chamī
- ଦେ. ବି. ସଂ. (ରକ୍ଷା ପଞ୍ଚମୀ) — ରକ୍ଷା ପଞ୍ଚମୀ; ଭାଦ୍ରବ କୃଷ୍ଣପଞ୍ଚମୀ — The 5th day of the dark fortnight of Bhādraba month
- ଦେ. ବି. ସଂ. (ରକ୍ଷା ପଞ୍ଚମୀ) — [ଦ୍ର—ଏ ଦିନ ଜଗନ୍ନାଥଙ୍କର ରେଖାଲାଗି ହୁଏ, ଓ ଗୃହମାନଙ୍କ କବାଟରେ ମହାଦେବ, ଗଣେଶ ଓ ଭୈରବଙ୍କ ଚିତ୍ର ଲେଖା ହୋଇ, ସେହି ଦେବତାମାନଙ୍କୁ ପ୍ରତିଦ୍ୱାରରେ ପିଠା ପୂଜା ହୁଏ ଏବଂ ଦାଣ୍ଡ ଓ ବାଡ଼ି ଦ୍ୱାରର ଚାଳରେ ଭାତପୁଡ଼ା (ଜୁଣ ଘାସର ପୁଡ଼ା) ଲଟକା ହୁଏ।]