ରେଖିବା Rekhibā
- ଦେ. କ୍ରି. (ସଂ. ରେଖନ; ଲେଖନ) — ରେଖା କାଟିବା — To draw lines
- ଦେ. କ୍ରି. (ସଂ. ରେଖନ; ଲେଖନ) — କୌଣସି ଚିତ୍ର ଆଙ୍କିବା ପୂର୍ବରୁ ପ୍ରଥମେ ତହିଁର ରେଖାମାନ ଲେଖିବା — To draw the outlines or skeleton of a drawing before it is permanently done
- ଦେ. କ୍ରି. (ସଂ. ରେଖନ; ଲେଖନ) — କୌଣସି ପଦାର୍ଥ (ଯଥା—ଅଳକା ବା ଚୂର୍ଣ୍ଣ କୁନ୍ତଳକୁ ରେଖାକୃତି କରିବା — To reduce a thing into the shape of a line
- ଦେ. କ୍ରି. (ସଂ. ରେଖନ; ଲେଖନ) — [ଉ— ଅଳକା ରେଖୁଥିଲା ବସି, ଝଳକାନନୀ ଯେ କର୍ତ୍ତରୀ ଘେନି । ଭଞ୍ଜ. ଲାବଣ୍ୟବତୀ।]
- ଦେ. କ୍ରି. (ସଂ. ରେଖନ; ଲେଖନ) — ଅଙ୍କିତ କରିବା — To draw
- ଦେ. କ୍ରି. (ସଂ. ରେଖନ; ଲେଖନ) — ରେଖା ଦ୍ୱାରା ଚିହ୍ନିତ କରିବା — To mark with a line or lines