ରେଖେ ରେଖେ Rekhe rekhe

  • ଦେ. କ୍ରି. ବିଣ (ସଂ. ରେଖା) — ପ୍ରତ୍ୟେକ ଅଂଶରେ — In every part
  • ଦେ. କ୍ରି. ବିଣ (ସଂ. ରେଖା) — [ଉ—ଆମ୍ଭ ନୟନ ରେଖେ ରେଖେ, କାଳି ପୂରିଛି ତୁମ୍ଭ ମୁଖେ। ଭୂପତି. ପ୍ରେମପଞ୍ଚାମୃତ।]