ରୁମାଲ୍ Rumāl
- ବୈଦେ. ବି. (ଫା. ରୁମାଲ୍; ଫାର୍ଶି, ରୁ=ମୁହଁ+ମାଲ୍= ପୋଛିବା; ଯହିଁରେ ମୁହଁ ପୋଛାଯାଏ; ତୁଳ. ସଂ—ରୂପ— ମାର୍ଜ୍ଜନ) — ଉରୁମାଲ; ମୁହଁ ପୋଛିବାପାଇଁ ବ୍ଯବହୃତ କ୍ଷୁଦ୍ର ଚାରିକୋଣିଆ କନା — Handkerchief
- ବୈଦେ. ବି. (ଫା. ରୁମାଲ୍; ଫାର୍ଶି, ରୁ=ମୁହଁ+ମାଲ୍= ପୋଛିବା; ଯହିଁରେ ମୁହଁ ପୋଛାଯାଏ; ତୁଳ. ସଂ—ରୂପ— ମାର୍ଜ୍ଜନ) — ଗାତ୍ରମାର୍ଜ୍ଜନୀ; ଛୋଟ ଗାମୁଛା — Small napkin
- ବୈଦେ. ବି. (ଫା. ରୁମାଲ୍; ଫାର୍ଶି, ରୁ=ମୁହଁ+ମାଲ୍= ପୋଛିବା; ଯହିଁରେ ମୁହଁ ପୋଛାଯାଏ; ତୁଳ. ସଂ—ରୂପ— ମାର୍ଜ୍ଜନ) — ଏକପ୍ରକାର ଛୋଟ ସମଚତୁର୍ଭୁଜ ଶାଲ — A kind of small square shawl
- ବୈଦେ. ବି. (ଫା. ରୁମାଲ୍; ଫାର୍ଶି, ରୁ=ମୁହଁ+ମାଲ୍= ପୋଛିବା; ଯହିଁରେ ମୁହଁ ପୋଛାଯାଏ; ତୁଳ. ସଂ—ରୂପ— ମାର୍ଜ୍ଜନ) — [ଦ୍ର—ଗାମୁଛା — (Napkin)ପିନ୍ଧା ଲୁଗାଠାରୁ ଛୋଟ, ତଉଲିଆ(Towel)ଗାମୁଛାଠାରୁ ଛୋଟ, ରୁମାଲ(Handkerchief)ତଉଲିଆଠାରୁ ଛୋଟ; ମୋଟା ରୁମାଲକୁ ଝାଡ଼ଣ(Duster)ବୋଲାଯାଏ ଯେଉଁ ରୁମାଲ ଶାଲରୂପେ ବ୍ଯବହୃତ ହୁଏ, ତାହା ସାଧାରଣ ରୁମାଲ ଅପେକ୍ଷା ବଡ଼; ଏଥିର ଲମ୍ବ ଓ ଓସାର2ହାତ ଠାରୁ3ହାତ ଏହାକୁ କୋଣଭାଙ୍ଗୁଣିଆ କରି ବଡ଼ଲୋକମାନେ ପିଠିରେ ପକାନ୍ତି ଓ ଗୁଡ଼ାଇ କରି ପଗଡ଼ି ଭଳି ମୁଣ୍ଡରେ ବାନ୍ଧନ୍ତି]